21.1 C
Bhubaneswar
Thursday, February 12, 2026
Homeଓଡିଶାଜେସିବି ତଳେ ଚାପି ହୋଇଗଲେ ଶ୍ରମିକ

ଜେସିବି ତଳେ ଚାପି ହୋଇଗଲେ ଶ୍ରମିକ

ବଲାଙ୍ଗୀର : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ବଡ ଅଘଟଣ ।  ରେଲୱେ ର ଉନ୍ନତିକରଣ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ଅଛନ୍ତି । ସୂଚନା ଅନୁସାରେ  ପାଚେରୀକୁ ଜେସିବି ଦ୍ବାରା ଭଙ୍ଗାଯାଉଥିଲା । ଏହି ସମୟରେ ଦୁଇଜଣ ଶ୍ରମିକ ଜେସିବି ଓ କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଜେସିବିର ସାମ୍ନାପଟ ବକେଟରେ ଜଣେ ଶ୍ରମିକ ଫସିଯାଇଥିବା ବେଳେ ଅନ୍ୟଜଣେ ଭଙ୍ଗା କାନ୍ଥ ତଳେ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking