ଭୁବନେଶ୍ୱର : ସତ ମାନିଲେ ହଂସିତା । କହିଲେ ମୋ ସ୍ୱାମୀ ସରୋଜ ସାହୁ । ତାଙ୍କ ଦେହ ଖରାପ ମୁଁ ତାଙ୍କ ଦେଖାଶୁଣା କରିବି । ଏଭଳି କିଛି ଲେଖି ଅନ୍ତରୀଣ ଜାମିନ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି । ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି ଓ ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ ।