25.1 C
Bhubaneswar
Sunday, February 22, 2026
Homeଓଡିଶା୨ ବାଇକ୍ ମୁହାଁମୁହିଁ, ୨ ମୃତ

୨ ବାଇକ୍ ମୁହାଁମୁହିଁ, ୨ ମୃତ

ସୁବର୍ଣ୍ଣପୁର : ୨ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି । ମନମୁଣ୍ଡା ଥାନା ପରାଗାଁ ନିକଟରେ ଘଟିଛି ଏହି ବାଇକ୍ ଦୁର୍ଘଟଣା । ଉଭୟ ବାଇକରେ ୨ ଜଣ ବାଇକ୍ ଆରୋହୀ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହୋଇଥିଲେ । ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking