23.1 C
Bhubaneswar
Wednesday, January 15, 2025
Homeଓଡିଶାସେବାୟତଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ସେବାୟତଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର : ସେବାୟତଙ୍କୁ  ଆଇନ  ମନ୍ତ୍ରୀଙ୍କ  କଡା  ଚେତାବନୀ ଦେଇଛନ୍ତି । କୌଣସି ଦ୍ୱନ୍ଦ୍ୱ ଥିଲେ ମ୍ୟାନେଜମେଣ୍ଟକୁ ଜଣାନ୍ତୁ । ମହାପ୍ରଭୁଙ୍କ ନୀତିରେ ତ୍ରୁଟି ହେଲେ ଗ୍ରହଣ କରାଯିବନି । ସେବା ପୂଜାରେ ବ୍ୟାଘାତ ସୃଷ୍ଟି ନକରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ନଚେତ ସରକାର କଠୋର କାଯ୍ୟାନୁଷ୍ଠାନ ନେବେ କହିଛନ୍ତି ଆଇନ ମନ୍ତ୍ରୀ । କେବଳ ଏତିକି ନୁହେଁ, ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି  ବନ୍ଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କିଛି ଲୋକ ରାଜନୈତିକ  ରୁଟି ସେକୁଛନ୍ତି କହିଲେ । ଏହା  ଆମେ କରିବାକୁ ଦେବୁ ନାହିଁ , ସମସ୍ତେ ସୁଧୁରି ଯାଆନ୍ତୁ । ପୂର୍ୱ ସରକାର ଅମଳରେ ସମସ୍ୟା ସମାଧାନ ପାଇଁ କିଛି ହେଲାନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking