27.1 C
Bhubaneswar
Sunday, March 22, 2026
Homeଓଡିଶାରାତି ୯ଟା ଯାଏଁ ସଂଗ୍ରହାଳୟ ଖୋଲା : ମନ୍ତ୍ରୀ

ରାତି ୯ଟା ଯାଏଁ ସଂଗ୍ରହାଳୟ ଖୋଲା : ମନ୍ତ୍ରୀ

ଭୁବନେଶ୍ୱର : ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ପ୍ରବାସୀ ଭାରତୀୟ ଦିବସ ପାଇଁ   ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ଏନେଇ ସୂଚନା ଦେଇଛନ୍ତି ସୂଯ୍ୟବଂଶୀ ସୂରଜ । ୧୨ ତାରିଖ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ ।  ସାଧରଣ ଦିନରେ ଶାଢେ ୫ଟା ଯାଏଁ ଖୋଲା ରହେ ସଂଗ୍ରହାଳୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking