29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶମାଓ ହମଲା : ୯ ସହିଦ

ମାଓ ହମଲା : ୯ ସହିଦ

ନୂଆଦିଲ୍ଲୀ : ଛତିଶଗଡ ବିଜାପୁରରେ  ବଡ ମାଓ ହମଲା ହୋଇଛି  ା  ମାଓ ହମଲାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଆଇଇଡିବିସ୍ଫୋରଣରେ  ଉଡିଲା ଯବାନଙ୍କ ଭ୍ୟାନ । କୁଟରୁ ବେଦ୍ରେ ସଡକରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking