31.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଅହମ୍ମଦାବାଦରେ ବି ଏଚଏମପିଭି ଟିହ୍ନଟ

ଅହମ୍ମଦାବାଦରେ ବି ଏଚଏମପିଭି ଟିହ୍ନଟ

ନୂଆଦିଲ୍ଲୀ : ବେଙ୍ଗାଲୁରୁ  ପରେ  ଅହମ୍ମଦାବାଦରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇଛି । ଜଣେ ୨ ମାସର ଶିଶୁ  ଶରୀରରେ ଏଚଏମପିଭି ଚିହ୍ନଟ  ହୋଇଛି । ବେଙ୍ଗାଲୁରୁରେ  ୨ ଶିଶୁ ଚିହ୍ନଟ ପରେ  ଦେଶରେ ୩ୟ ଆକ୍ରାନ୍ତ ଚିହ୍ନଟ  ହୋଇଛି । ଭୟଭୀତ ନହେବାକୁ  ଗୁଜୁରାଟ ସରକାରଙ୍କ ପକ୍ଷରୁ  ନିର୍ଦ୍ଦେଶନାମା ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking