28.1 C
Bhubaneswar
Thursday, April 2, 2026
Homeଓଡିଶାପୁଣି ଏକ ଚାଷୀଙ୍କ ମୃତ୍ୟୁ

ପୁଣି ଏକ ଚାଷୀଙ୍କ ମୃତ୍ୟୁ

ସମ୍ବଲପୁର: ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ସମ୍ବଲପୁର ଜିଲ୍ଲା ବୈରାଗୀ ପାଲିରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଅଦିନିଆ ବର୍ଷାରେ ଉଜୁଡି ଯାଇଥିବା ଫସଲକୁ ନେଇ କୀଟନାଶକ ଓøଷଧ ଖାଇଥିଲେ ।  ଏନେଇ ପରିବାର ଲୋକେ  ଅଭିଯୋଗ କରିଛନ୍ତି । ମୃତ ଚାଷୀ ହେଉଛନ୍ତି ରତ୍ନାକର ଭୋଇ । ଫସଲ ହାନି ନେଇ  ରାଜ୍ୟରେ ପ୍ରାୟ ୫ ଜଣ ଚାଷୀ ଜୀବନ ହାରିଲେଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking