28.1 C
Bhubaneswar
Wednesday, October 14, 2026
Homeଓଡିଶାମା ଆଗରେ  ପୁଅ ଉପରେ ମାଡିଗଲା ଟ୍ରକ

ମା ଆଗରେ  ପୁଅ ଉପରେ ମାଡିଗଲା ଟ୍ରକ

କେନ୍ଦୁଝର :  ମା ଆଗରେ ନାବାଳକ ପୁଅ ଉପରେ ମାଡିଗଲା ଟ୍ରକ । ସ୍କୁଟିରେ ମା ପୁଅ ଯିବା ବେଳେ ଧକ୍କା ଦେଲା ଲୁହା ପଥର । ୪୯ ନଂ ଏନଏଚ  ଯଶିପୁର ସ୍ଥିତ  ବ୍ୟାଙ୍କ  ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଛିଟିକି ପଡି ଟ୍ରକ ଚକା ତଳେ ଚାପି ହୋଇଗଲେ ୭ ବର୍ଷର ପୁଅ ।  ମହିଳା ଜଣଙ୍କ  ବିଶୋଇ ଥାନା  ବାଢୁଣିଆଁ ଗାର ହୋଇଥିବା ସୂଚନା  ମିଳିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking