ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ରୁ ଆସିଛି ଏକ ବଡ ଖବର । ୪ ଡାକ୍ତରଙ୍କୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ରହିଛି । କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଏମଇଟି । ଜଣେ ପିଜି ଡାକ୍ତରଙ୍କୁ ୬ ମାସ ହଷ୍ଟେଲ ମନା । ଶିଶୁ ରୋଗ ବିଭାଗ ପିଜି ଛାତ୍ରଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପିଜି ଛାତ୍ରଙ୍କୁ ମାଡ ମାରିଥିଲେ ରେସିଡେଣ୍ଟ ସର୍ଜନ ।










