26.1 C
Bhubaneswar
Thursday, March 26, 2026
Homeଓଡିଶାଫସଲ ନଷ୍ଟ ପରେ ଋଣ ଚିନ୍ତାରେ ଜୀବନ ହାରିଲେ ଚାଷୀ

ଫସଲ ନଷ୍ଟ ପରେ ଋଣ ଚିନ୍ତାରେ ଜୀବନ ହାରିଲେ ଚାଷୀ

କେନ୍ଦ୍ରାପଡ଼ା : ଅଦିନିଆ ବର୍ଷା ଜଣେ ଚାଷୀଙ୍କ ଜୀବନ ନେଇଛି। ଫସଲ ନଷ୍ଟ ହେବା ପରେ ଋଣ ବୋଝ ଚିନ୍ତାରେ ଜୀବନ ହାରିଛନ୍ତି ଚାଷୀ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ତହସିଲ ଅନ୍ତର୍ଗତ ଖମଳ ପଞ୍ଚାୟତର ବିଶକ ଗାଁରୁ। ମୃତ ଚାଷୀ ଜଣକ ହେଲେ ଦୈତାରୀ ଜେନା। ସୂଚନା ଅନୁସାରେ, ଗାଁର ଜଣେ ଚାଷୀ ପ୍ରାୟ ୧ ଲକ୍ଷ ଟଙ୍କା ଋଣ କରି ଚଳିତ ଥର ଚାଷ କରିଥିଲେ। କିନ୍ତୁ ଦୁଇ ଦୁଇ ଥର ଅଦିନିଆ ବର୍ଷା ଯୋଗୁ କ୍ଷେତରୁ ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯାଇଥିଲା। ଋଣ ଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking