38.5 C
Bhubaneswar
Monday, June 8, 2026
Homeଦେଶ ବିଦେଶଆତଙ୍କୀ ଅବଦୁଲ ରେହେମାନ ମୃତ

ଆତଙ୍କୀ ଅବଦୁଲ ରେହେମାନ ମୃତ

ନୂଆଦିଲ୍ଲୀ  : ମୁମ୍ବାଇ ଆତଙ୍କବାଦୀ  ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ  ଅବଦୁଲ ରେହେମାନ ମୁକ୍କିର ମୃତ୍ୟୁ ହୋଇଛି । ପାକିସ୍ତାନର ଲାହୋରରେ  ଏକ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ମଧୁମେହ ରୋଗୀରେ ପୀଡିତ ଥିଲେ  ଅବଦୁଲ ରେହେମାନ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking