18.1 C
Bhubaneswar
Wednesday, February 4, 2026
Homeଓଡିଶାଆଜି ବଡଦିନ :  ଧରା ଅବତରଣ କରିଛନ୍ତି ପ୍ରଭୁ ଯୀଶୁ

ଆଜି ବଡଦିନ :  ଧରା ଅବତରଣ କରିଛନ୍ତି ପ୍ରଭୁ ଯୀଶୁ

ଭୁବନେଶ୍ୱର : ଆଜି ଡିସେମ୍ବର ୨୫ ବଡଦିନ । ଧରାବତରଣ କରିଛନ୍ତି ଯୀଶୁ ଖ୍ରୀଷ୍ଟ । ଏହି ଅବସରରେ ଖ୍ରୀଷ୍ଟ ଧର୍ମୀଙ୍କ ମନରେ  ଉସ୍ଛାହ ଦେଖିବାକୁ ମିଳିଛି ।  ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି। କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼। କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ  ରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking