25.1 C
Bhubaneswar
Tuesday, February 24, 2026
Homeଅପରାଧଟଙ୍କା ପାଇଁ ହତ୍ୟା: ୩ ଗିରଫ

ଟଙ୍କା ପାଇଁ ହତ୍ୟା: ୩ ଗିରଫ

ନୂଆଦିଲ୍ଲୀ: ରୟାପୁରମରରେ ଦୁଇଜଣଙ୍କୁ ହତ୍ୟା ପାଇଁ ଆକ୍ରମଣ କରିଥିବା ଅଭିଯୋଗ । ତିନି ଅଭିଯୁକ୍ତ ଗିରଫ । ସୂଚନା ଅନୁଯାଇ , ଜାଭିଥ ରୋୟାପୁରମରେ ଏକ ଫାର୍ମ ଚଳାନ୍ତି । କିଛି ମାସ ପୂର୍ବରୁ ଜୁନାଦ କମ୍ପାନୀରୁ ୧୪ ଲକ୍ଷ ଟଙ୍କା ନେଇଥିଲେ । ଜାଭିଦ ମଧ୍ୟ ଜୁନାଦ ଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ପରେ, ସେ ଟଙ୍କା ନେଇ କିଛି ମାସ ଗାଏବ ହୋଇଯାଇଥିଲେ । ଜାଭିଥ ଜୁନାଦ ଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଗତକାଲି ନିଜ ତରଫ ରୁ ଜୁନାଦ ଫୋନ କରି ଜାଭିଦ ଙ୍କୁ ହସ୍ପିଟାଲ କଥା କହି ସ୍ୱାସ୍ଥ୍ୟଗତ ସମସ୍ୟା ହୋଇଥିବାରୁ ସେ ଟଙ୍କା ଫେରାଇ ପାରିନଥିଲେ ବୋଲି କହିଥିଲେ ତେବେ ଜାଭିଦ ତାଙ୍କୁ ଫାର୍ମ କୁ ଡକାଇଥିବା ବେଳେ ଆସିବାକୁ କହିଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ଯୁକ୍ତି ତର୍କ ହେବା ପରେ ଛୁରୀରେ ଆକ୍ରମଣ କରି ଖସି ପଳାଇଥିଲେ। ତେବେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ କୁ ପଠାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking