ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେଜି ମେଡିକାଲ ହଷ୍ଟେଲ ରୁ ପୁଣି ଆସିଛି ଏକ ବଡ ଖବର । କିଛି ସିନିୟର ଛାତ୍ର ଜୁନିୟର ପିଜି ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାଇ , ଏମକେସିଜି ହଷ୍ଟେଲରେ ପିଜି ଛାତ୍ରଙ୍କୁ ମାଡ ଅଭିଯୋଗ । କିଛି ସିନିୟର ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ବୈଦ୍ୟନାଥପୁର ଥାନାରେ ୪ ରୁ ୫ ଛାତ୍ରଙ୍କ ନାଁରେ ଏତଲା ।