23.4 C
Bhubaneswar
Sunday, December 22, 2024
Homeଦେଶ ବିଦେଶରାମାୟଣ ଓ ମହାଭାରତକୁ ଆରବୀ ଭାଷାରେ ଅନୁବାଦ ପାଇଁ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ...

ରାମାୟଣ ଓ ମହାଭାରତକୁ ଆରବୀ ଭାଷାରେ ଅନୁବାଦ ପାଇଁ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନସେଫଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମାୟଣ ଓ ମହାଭାରତର ଅନୁବାଦ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନେସେଫଙ୍କୁ ଆରବୀ ଭାଷାର ଅନୁବାଦ ଏବଂ ପ୍ରକାଶନ କ୍ଷେତ୍ରରେ ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
‘‘ରାମାୟଣ ଓ ମହାଭାରତର ଆରବୀ ଅନୁବାଦ ଦେଖି ଖୁସି ଲାଗୁଛି । ମୁଁ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନସେଫଙ୍କୁ ଏହାର ଅନୁବାଦ ଓ ପ୍ରକାଶନ ପାଇଁ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପଦକ୍ଷେପ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଲୋକପ୍ରିୟତାକୁ ଦର୍ଶାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking