ଭୁବନେଶ୍ୱର : ଅଦିନିଆ ବର୍ଷାରେ ଧାନ ନଷ୍ଟ ହେବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ବଳସାମନ୍ତ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କହିଛନ୍ତି ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ । ମଣ୍ଡିରେ ଜରିପାଲର ବ୍ୟବସ୍ଥା କରାଯାଇଛି । ଯାହାକି ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ ଥାଏ ।