33.1 C
Bhubaneswar
Monday, March 30, 2026
Homeଓଡିଶାକାରକୁ ଧକ୍କା ଦେଲା ସ୍କୁଲ ବସ :  ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

କାରକୁ ଧକ୍କା ଦେଲା ସ୍କୁଲ ବସ :  ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

ରାଉରକେଲା : କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ  ଡିଭାଇଡରରେ ଚଢିଗଲା  ସ୍କୁଲ ବସ ।  ରାଉରକେଲା ସ୍କ୍‌ର ୩ ଥାନା ଅନ୍ତର୍ଗତ  ହାଉସ ଛକ ନିକଟରେ  ଏହି ଦୁର୍ଘଟଣା ଘଟିଛି ।  ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ଆଜି ସକାଳେ ବସ୍‌ଟି ୫୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା। ହାଉସ୍ ଛକ ନିକଟରେ ବସ୍‌ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ  ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking