ହାଇଦ୍ରାବାଦ : ପୁଷ୍ପା ୨ ସ୍କିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗୋଟିଏ ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏବଂ ତାଙ୍କର ୮ ବର୍ଷର ଶିଶୁ ଆହତ ଥିଲେ । ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା । ଦୁର୍ଘଟଣାରେ ଶିଶୁର ଅବସ୍ଥା ବର୍ତ୍ତମାନ ଗୁରୁତର ଆହତ ହୋଇଛି । ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ରିପୋର୍ଟ ଅନୁସାରେ ଜଣାପଡିଛି ଶିଶୁର ସ୍ନାୟୁଗତ ଅବସ୍ଥାର କିଛି ଉନ୍ନତି ହୋଇନାହିଁ ।