24.1 C
Bhubaneswar
Monday, February 9, 2026
Homeଓଡିଶାଶୀତ ଋତୁରେ କିପରି ନେବେ କେଶର ଯତ୍ନ  ଜାଣନ୍ତୁ ..

ଶୀତ ଋତୁରେ କିପରି ନେବେ କେଶର ଯତ୍ନ  ଜାଣନ୍ତୁ ..

ଭୁବନେଶ୍ୱର : ଶୀତ ଋତୁରେ କେଶର କିଭଳି ଯତ୍ନ ନେବା ଆସନ୍ତୁ ଜାଣିବା ।  ଖରା ଦିନ ଅପେକ୍ଷା  ଶୀତଦିନେ ଆମ କେଶ ଶୁଷ୍କ  ହୋଇଯାଏ ।  ଏଥିପାଇଁ ମଏଶ୍ଚରାଇଜିଂ ପାଇଁ ତେଲ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ କେଶ ଶୁଖିଲା ରହୁଛି ତେବେ ସପ୍ତାହକୁ ତିନି ଦିନରେ  କେଶରେ କଣ୍ଡିସନର ଲଗାନ୍ତୁ । କେଶକୁ ଗରମ ପାଣିରେ ଧୋଇବା  ବନ୍ଦ କରନ୍ତୁ । ଆପଣଙ୍କ କେଶକୁ  ଭିତରରୁ ମଏଶ୍ଚରାଇଜ କରିବା ପାଇଁ ଯେତିକି ଆବଶ୍ୟକ ପାଣି ପିଅନ୍ତୁ । କିନ୍ତୁ ପାଣି ପିଇବା ଫଳରେ କେଶ ସୁସ୍ଥ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking