17.1 C
Bhubaneswar
Tuesday, February 10, 2026
Homeଓଡିଶା୧୭ ରୁ ରତ୍ନଭଣ୍ଡାର ମରାମତି: ଆଇନ ମନ୍ତ୍ରୀ

୧୭ ରୁ ରତ୍ନଭଣ୍ଡାର ମରାମତି: ଆଇନ ମନ୍ତ୍ରୀ

ପୁରୀ: ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ୧୭ ତାରିଖରୁ ମରାମତି କାମ ଚାଲିବ । ମରାମତି ପରେ ଗଣତି ମଣତି ଚାଲିବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୂର୍ବରୁ ଜିପିଏସ ରିପୋର୍ଟ ପରେ ଏଏସଆଇକୁ ମିଳିଛି ଅନୁମତି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking