30.1 C
Bhubaneswar
Tuesday, February 24, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ରାୟଗଡା: ମଞ୍ଚାରେ ଶୋଇଥିବା ବେଳେ , ହାତୀ ଆକ୍ରମଣରେ ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତର ଲାଖପଦର ଗାଁରେ । ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ତେବେ ମୃତକଙ୍କ ନାଁ ସାଲୁପୁ କୁତ୍ରୁକା। ସୂଚନା ଅନୁଯାଇ , ସେ ଗତକାଲି ରାତିରେ ଗାଁ ନିକଟସ୍ଥ ପାହାଡ଼ ଉପରେ ଅମଳ ହୋଇଥିବା ଫସଲ ଜଗିବା ପାଇଁ ମଞ୍ଚା ଉପରେ ଶୋଇଥିଲେ। ସେହି ସମୟରେ ଦନ୍ତା ଆସି ତାଙ୍କ ମଞ୍ଚା ଭାଙ୍ଗି ଦେଇଥିଲା। ତା’ପରେ ସାଲୁପୁଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking