26.1 C
Bhubaneswar
Sunday, December 28, 2025
Homeଓଡିଶାସ୍ତ୍ରୀକୁ ମାଡ : କନଷ୍ଟେବଲ ସ୍ୱାମୀ ଗିରଫ

ସ୍ତ୍ରୀକୁ ମାଡ : କନଷ୍ଟେବଲ ସ୍ୱାମୀ ଗିରଫ

ବଲାଙ୍ଗୀର :  ସ୍ତ୍ରୀକୁ ମାଡ ମାରି କନଷ୍ଟେବଲ ସ୍ୱାମୀ ସସପେଣ୍ଡ ହୋଇଛି । ପୋଲିସ  କନଷ୍ଟେବଲ ଜ୍ୟୋତି  ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି ।  କେବଳ ସେତିକି ନୁହେଁ ତାଙ୍କ ସହ ସହେଯାଗୀ ମଧ୍ୟ ଗିରଫ ହୋଇଛନ୍ତି । ଗତ ୮ରେ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ ରକରିଥିଲା ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ରାସ୍ତା ମଝିରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ସ୍ୱାମୀ , ସ୍ତ୍ରୀ ଉଭୟ କନଷ୍ଟେବଲ । ତାଙ୍କ ସ୍ତ୍ରୀ  ଏବେ ମେଡିକାଲ ଚିକିସ୍ଛାଧିନ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking