27.1 C
Bhubaneswar
Saturday, April 4, 2026
Homeଓଡିଶାନଦୀ ପଠାରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ

ନଦୀ ପଠାରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ

କଟକ :  ନଦୀ ପଠାରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଛି । କନ୍ଦରପୁର ଥାନା ପରମହଂସ ନିକଟ ନଦୀ ପଠାରୁ ଠାବ କରାଯାଇଛି  । ଅସ୍ତ୍ର ରେ ହାଣି ମହିଳାଙ୍କୁ  ନିର୍ମମଭାବେ ହତ୍ୟା କରାଯାଇଛି । ମହିଳାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଛି । ଏହା ସହିତ ଏଯାବତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking