25.1 C
Bhubaneswar
Saturday, December 6, 2025
Homeଓଡିଶାପାରାଦୀପ ଅବକାରୀ ଏସଆଇ ନିଲମ୍ବିତ

ପାରାଦୀପ ଅବକାରୀ ଏସଆଇ ନିଲମ୍ବିତ

ଜଗତସିଂପୁର : ପାରାଦୀପ ଅବକାରୀ ଏସଆଇ ଜ୍ୟୋତି ରଞ୍ଜନ ସେନାପତି ନିଲମ୍ବିତ ହୋଇଛନ୍ତି । ଜ୍ୟୋତିରଞ୍ଜନ ସେନାପତିଙ୍କୁ ନିଲମ୍ବନ କଲେ ଅବକାରୀ କମିଶନର । କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଉଦ୍ୟମ ଅଭିଯୋଗ ଥିଲା ।  ମାସେ ତଳେ କୁଜଙ୍ଗ ବାଲିପାରି ଗାଁରେ ରେଡ କରିଥିଲା ଅବକାରୀ ପୋଲିସ । ବିପୁଳ ଗଞ୍ଜେଇ ଜବତ ସତ୍ତେ ମଦ ମିଳିଥିବା ଦର୍ଶାଇ ମାମଲା ହୋଇଥିଲା । ସେତେବେଳେ  ଏନେଇ ବିଭିନ୍ନ ଫୋରମରେ ଗ୍ରାମବାସୀ ଅଭିଯୋଗ  କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking