19.1 C
Bhubaneswar
Saturday, January 18, 2025
Homeଓଡିଶାବିଜେଡି ଇତିହାସ  ଶେଷ – ହିମନ୍ତ

ବିଜେଡି ଇତିହାସ  ଶେଷ – ହିମନ୍ତ

ଭୁବନେଶ୍ୱର : ବିଜେଡି ଇତିହାସ ଶେଷ ହୋଇଯିବ କହିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।  ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ ବୟାନ ରହିଛି । କହିଛନ୍ତି ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ । ଏଥିରେ ସନ୍ଦେହ ନାହିଁ । ବାଂଲାଦେଶୀ ଅନୁପ୍ରବେଶକାରୀ ରୋକିବା ପାଇଁ ଏନଆରସି ଦରକାର  । ଆସାମରେ ଆମେ ଆଇନ ଆଣିଛୁ । ଆଧାର କାର୍ଡ ପାଇଁ ଏନଆରସିରେ ନାଁ ଥିବା ଦରକାର ।  ଏଥିରେ କିଏ ଭାରତୀୟ ଓ କିଏ ଅନୁପ୍ରବେଶକାରୀ ଏଥିରୁ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking