ଭୁବନେଶ୍ୱର : ଖୁବଶୀଘ୍ର ଗୃହ ବିଭାଗରେ ନିଯୁକ୍ତି ହେବ । ଖୁବଶୀଘ୍ର ୧୦ ହଜାର ପଦବୀ ପୂରଣ ହେବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ । ୨, ୪୧୬ ପଦବୀରୁ ୫ ହଜାରକୁ ବୃଦ୍ଧି କରାଯିବ । ଗୃହରକ୍ଷୀ ପାଉଥିବା ଆର୍ଥିକ ସହାୟତା ବଢାଯିବ । ନିଯୁକ୍ତି ପ୍ରକ୍ରିୟା ତ୍ୱାରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।