24.1 C
Bhubaneswar
Wednesday, December 24, 2025
Homeଦେଶ ବିଦେଶସିରିଆର  ମଙ୍ଗ ଧରିବେ ମହମ୍ମଦ  ଅଲ ବସିର !

ସିରିଆର  ମଙ୍ଗ ଧରିବେ ମହମ୍ମଦ  ଅଲ ବସିର !

ନୂଆଦିଲ୍ଲୀ : ସିରିଆର  ମଙ୍ଗ ଧରିବେ ମହମ୍ମଦ  ଅଲ ବସିର । ଯାହାଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି  । ବିଦ୍ରୋହୀମାନେ ମହମ୍ମଦ ଅଲ ବସିରଙ୍କୁ ଅନ୍ତରୀଣ ରାଷ୍ଟ୍ରପତି  ନିଯୁକ୍ତି କରିଛନ୍ତି । ଅସଦଙ୍କୁ ଗାଦିଚ୍ୟୁତ କରିବାରେ ମହମ୍ମଦ ମହମ୍ମଦ ଅଲ ବସିରର ପ୍ରମୁଖ ଭୁମିକା ରହିଛି । ମାର୍ଚ୍ଚ ୧ ତାରିଖ ପଯ୍ୟନ୍ତ ମହମ୍ମଦ ଅଲ ବସିର ଅନ୍ତରୀଣ ସରକାରଙ୍କ ମଙ୍ଗ ଧରିବେ । ଅଲ ବସିରଙ୍କର ହୟାତ ତହରିର ଅଲ – ଶାମ ସଙ୍ଗଠନ ସହ ଘନିଷ୍ଟ ସମ୍ପର୍କ ରହିଛି । ପୂର୍ୱ ସରକାରରେ ମନ୍ତ୍ରୀ ଥିଲେ ବସିର । ବସିର ଇଲେକ୍ଟ୍ରିକାଲ  ଇଞ୍ଜିନିୟର ଭାବେ ତାଲିମ ପାଇଛନ୍ତି । ସିରିଆ ଆଣ୍ଡ ଲ ରେ ବସିର ଡିଗ୍ରୀ ହାସଲ କରିଛନ୍ତି । ଶାନ୍ତିପୂର୍ଣ୍ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି ସିରିଆ ସରକାର । ଅଲ ବସିରକୁ ନୂଆ ରାଷ୍ଟ୍ରପତି ଚୟନ କରାଯାଇପାରେ । ୧୧ ଦିନର ବିଦ୍ରୋହରେ ୨୪ ବର୍ଷର ବଶର ଅଲ ଅସଦଙ୍କ ଶାସନର ଅନ୍ତ ହୋଇଛି ।  ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ – ଶାମ କବଜାରେ ରହିଛି ସିରିଆ । ବିଦ୍ରୋହୀମାନେ ମହମ୍ମଦ ଅଲ ବସିରଙ୍କୁ ଅନ୍ତରୀଣ  ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking