19.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ରେଲର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ଟ୍ରେଲର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଦର୍ଲିପାଲି ଏନଟିପି ପାଖରେ ଥିବା ଏକ ବାଇକକୁ ଟ୍ରଲର ଦକ୍କା ଦେବା ଫଳରେ  ବାଇକ ଆରୋହୀର ମୃତ୍ୟୁ  ହୋଇଥିବା ବେଳେ  ବାଇକରେ ବସିଥିବା ଅନ୍ୟ ଜଣେ  ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ  ଦର୍ଲିପାଲି  ଆର ଆର  କଲୋନୀର କିଶୋର ଖଡିଆ  ଏବଂ ତାଙ୍କ ସାଙ୍ଗ  ସମୀର ଖଡିଆ ଏକ ବାଇକରେ  ବରୋଭଗାରୋ ଗାଁରୁ  ଘରକୁ ଫେରୁଥିବାବେଳେ   ମାଲ ଖଲାସ କରି  ଏନପିଟିସିରୁ  ଫେରୁଥିବା  ଏକ ଟ୍ରଲର  ଧକ୍କା ଦେବାରୁ  ଉଭୟେ ଗୁରୁତର ଆହତ ହୋଇଥିଲେ ।  ସେମାନଙ୍କୁ ଚିକିସ୍ଛା ପାଇଁ  ସୁନ୍ଦରଗଡ ଜିଲ୍ଲା  ମୁଖ୍ୟ ଚିକିସ୍ଛାଳୟକୁ  ନିଆଯାଇଥିବା ବେଳେ  ଡାକ୍ତର କିଶୋରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ  ଗ୍ରାମବାସୀ  ପକ୍ଷରୁ  ଏନଟିପିସି – ଦର୍ଲିପାଲି ରାସ୍ତା ଅବରୋଧ କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking