25.1 C
Bhubaneswar
Saturday, December 6, 2025
Homeଓଡିଶାବିଜୁଳି ନ ଥିଲେ ମିଳିବ କିରୋସିନ: ଯୋଗାଣ ମନ୍ତ୍ରୀ

ବିଜୁଳି ନ ଥିଲେ ମିଳିବ କିରୋସିନ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ବିଜୁଳି ନ ଥିବା ଅଞ୍ଚଳରେ ମିଳିବ ଅଧିକ କିରୋସିନ । ଅଧିକ କିରୋସିନ ଦେବାକୁ ତର୍ଜମା ଚାଲିଛି । କାର୍ଡ ଧାରୀଙ୍କୁ ଏବେ ଅଧା ଲିଟର କିରୋସିନ ମିଳୁଛି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଲ ବିଜୁଳି । ୨୩ ଟି ଶିଳ୍ପ ସଂସ୍ଥା ଉପରେ ୧୯୯୬ କୋଟି ଟଙ୍କା ବକେୟା । ୧୦ ବର୍ଷରେ ୧୪ ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking