21.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶସିରିଆ ନଯିବାକୁ ଭାରତୀୟଙ୍କୁ ପରାମର୍ଶ

ସିରିଆ ନଯିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ : ସିରିଆ ଗସ୍ତ ନେଇ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି ।  ଆଡଭାଇଜରୀ ଜାରି କଲେ ଭାରତ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପଯ୍ୟନ୍ତ  ସରିଆ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି ।  ସିରିଆରେ ଥିବା ଭାରତୀୟ  ଦୂତାବାସ ସମ୍ପର୍କରେ  ରହିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking