17.7 C
Bhubaneswar
Friday, December 27, 2024
Homeଓଡିଶା୪୦୯ ଅଧିକାରୀ ଓ କର୍ମଚାରୀ ଦୁର୍ନୀତି ଲିପ୍ତ

୪୦୯ ଅଧିକାରୀ ଓ କର୍ମଚାରୀ ଦୁର୍ନୀତି ଲିପ୍ତ

ଭୁବନେଶ୍ୱର: ବିଧାନସଭାରେ ସମବାୟ ସମିତି କର୍ମଚାରୀ ଓ ଅଧିକାରୀଙ୍କ ଦୁର୍ନୀତି ପ୍ରସଙ୍ଗ । ଲିଖିତ ଉତ୍ତର ରଖିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସମାନ୍ତ । ଦୁର୍ନୀତିରେ ସମ୍ପୃକ୍ତ ୪୦୯ ଅଧିକାରୀ ଓ କର୍ମଚାରୀ । କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଥିସହ ଅନେକ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଆଉ କିଛି କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking