25.1 C
Bhubaneswar
Saturday, December 6, 2025
Homeଓଡିଶାଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ଆସନ୍ତା ଡିସେମ୍ବର  ୨୫  ତାରିଖରେ ମିଳିବ ସୁଭଦ୍ରା ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ଟଙ୍କା । ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ  ଅଦ୍ୟାବଧି ସହାୟତା  ପାଇପାରିନଥିବେ ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଏନେଇ ମଙ୍ଗଳବାର  ବୈଠକ ବସିଥିଲା । ବୈଠକରେ  ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ  ଗଠିତ କ୍ଷେତ୍ରୀୟସ୍ତରୀୟ ଟିମମାନଙ୍କ କାଯ୍ୟ  ଅଗ୍ରଗତି ସମ୍ପର୍କରେ  ସମୀକ୍ଷା କରାଯାଇଥିଲା । ଡିସେମ୍ବର ୬ ତାରିଖରେ  ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ , ସଂହରାଞ୍ଚଳରେ ଓ ମହାନଗର ନିଗମ ସ୍ତରରେ ପ୍ରାକଶ କରାଯିବ । ଓ ଏହାପରେ ଆଉ  ଦିନ ଯାଏଁ  ଆପତ୍ତି  ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking