20.1 C
Bhubaneswar
Thursday, December 5, 2024
Homeଓଡିଶାଅମଳ ବିଳମ୍ବ ପାଇଁ ଦର ବୃଦ୍ଧି: ଯୋଗାଣ ମନ୍ତ୍ରୀ

ଅମଳ ବିଳମ୍ବ ପାଇଁ ଦର ବୃଦ୍ଧି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ପିଆଜ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକରେ ପୁରୁଣା ପିଆଜ ଗଛିତ ହ୍ରାସ । ନୂଆ ପିଆଜ ଅମଳରେ ବିଳମ୍ବ ହେବାରୁ ଦର ବୃଦ୍ଧି ହେଉଛି । ନୂଆ ପିଆଜ ଅମଳ ହେବାଯାଏଁ , ଦର ବୃଦ୍ଧି ରହିବ । ସେହିପରି ବିଧାନ ସଭାରେ ବିଜେପି ବିଧାୟକ ପିଆଜ ଦର ବୃଦ୍ଧି କୁ ନେଇ ପ୍ରଶ୍ନ ଉଠାଇ କହିଥିଲେ , ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ମାତ୍ର ରାଜ୍ୟରେ କାହିଁକି ବଢୁଛି ପିଆଜ ଦର ? ୨୦୨୩-୨୪ ରେ ଆବଶ୍ୟକତା ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ। ଉତ୍ପାଦନ ହୋଇଥିଲା ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ । ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ବିଧାୟକ ପ୍ରଶ୍ନ କରିଛନ୍ତି ଯେ , ଓଡିଶା ପିଆଜ ଯାଉଛି କୁଆଡେ ? ଏହି ପରିପେକ୍ଷୀରେ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking