14.1 C
Bhubaneswar
Friday, December 19, 2025
Homeଅପରାଧଅନ୍ୟ ଜାତିରେ ବିବାହ କରିବାରୁ ଭଉଣୀକୁ ହତ୍ୟା

ଅନ୍ୟ ଜାତିରେ ବିବାହ କରିବାରୁ ଭଉଣୀକୁ ହତ୍ୟା

ନୂଆଦିଲ୍ଲୀ: ଅନ୍ୟ ଜାତିରେ ଭଉଣୀ ବିବାହ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲାଙ୍ଗାନାର ରେଙ୍ଗା ରେଡ୍ଡୀ ଜିଲ୍ଲାରେ । ସୂଚନା ଅନୁଯାଇ , ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ଭାଇ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟ ଜାତିରେ ବିବାହ କରିବା କାରଣରୁ ଭଉଣୀକୁ ଭାଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତ ମହିଳା ନାଗମଣି ହାୟାତନଗର ପୁଲିସ ଷ୍ଟେସନରେ କାମ କରୁଥିଲେ। ସେ ୨୦୨୦ ବ୍ୟାଚର କନଷ୍ଟେବଳ ଥିଲେ। ଦୁଇ ସପ୍ତାହ ପୂର୍ବରୁ ଶ୍ରୀକାନ୍ତ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଘରେ ବିବାହ ନେଇ ଜଣାଇଥିଲେ ବି ପୁଅ ଅନ୍ୟ ଜାତିରେ ହୋଇଥିବାରୁ ବିରୋଧ କରିବା ପରେ ଉଭୟ ନିଜ ଇଚ୍ଛାରେ ବିବାହ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking