17.1 C
Bhubaneswar
Saturday, February 14, 2026
Homeଓଡିଶାଭୁବନେଶ୍ୱରରେ ହାଲୁକା ବର୍ଷା

ଭୁବନେଶ୍ୱରରେ ହାଲୁକା ବର୍ଷା

ଭୁବନେଶ୍ୱର : ତାମିଲନାଡୁରେ ବାତ୍ୟା ହେବାର ଆଶଙ୍କା ଥିବା ବେଳେ  ଭୁବନେଶ୍ୱରରେ  କିଛି ସ୍ଥାନରେ ହାଲୁକା ବର୍‌।। ହେବାର ଦେଖାଦେଇଛି । ଆଜି ସକାଳୁ ଓଡିଶାର କିଛି ଜିଲ୍ଲାରେ ମେଘାଛ୍‌ଛନ୍ନ ଦେଖାଯାଉଛି ଆକାଶ । କାଲି ତାମିଲନାଡୁ ଓ ଆନ୍ଧ୍ର ମଝିରେ ଲ୍ୟାଣ୍ଡଫଲ କରିବ ପେଙ୍ଗଲ । ଓଡିଶା ଉପରେ  ପ୍ରଭାବ ନଥିଲେ ସୁଦ୍ଧା ଝିପିିଝିପି  ବର୍ଷା  ହେବାର  ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking