ଭୁବନେଶ୍ୱର : ଜଳ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେଣୁ ବିଶେଷଜ୍ଞମାନେ ମଧ୍ୟ ଦିନକୁ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକା ଖାଇବା ପୂର୍ବରୁ ପାଣି ପିଇବା ଠିକ କି ଭୁଲ ଆସନ୍ତୁ ଜାଣିବା । ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟରେ ଥିବା ଏସିଡ ପରିମାଣ କମିଯାଏ । ଯାହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରେ । ଏବଂ ଏସିଡିଟି ସୃଷ୍ଟି କରାଏ । ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଭୋକ କମିଯାଏ । ଯଦ୍ୱାରା ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ ହୋଇପାରେ । ଖାଇବା ମଧ୍ୟରେ ଅତି କମରେ ୧୦ ରୁ ୧୫ ମିନିଟର ବ୍ୟବଧାନରେ ପାଣି ପିଇବା ଉଚିତ । ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଲାଭ ବଦଳରେକ୍ଷତି ହୋଇପାରେ ।