Homeଓଡିଶାଭୁତ ଖାଉଥିଲେ ରାଶନ ଚାଉଳ: ଯୋଗାଣ ମନ୍ତ୍ରୀ ଓଡିଶାଭୁବନେଶ୍ୱର ଭୁତ ଖାଉଥିଲେ ରାଶନ ଚାଉଳ: ଯୋଗାଣ ମନ୍ତ୍ରୀ By Ona Khabara 27/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ରାଜ୍ୟରେ ଭୁତ ଖାଉଥିଲେ ରାଶନ ଚାଉଳ । ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ । କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ହେଲେ ମୃତ ହିତାଧିକାରୀ। ନୂଆ କାର୍ଡ ଅପେକ୍ଷାରେ ୬ ଲକ୍ଷ ୧୯ ହଜାର ହିତାଧିକାରୀ । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । Share FacebookTwitterPinterestWhatsAppLinkedinReddItTelegram Previous articleଗନ୍ଧମାର୍ଦ୍ଧନକୁ ନେଇ ପ୍ରସନ୍ନଙ୍କ ଉଦବେଗNext articleମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଅପରାଧ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ ଓଡିଶା ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ଓଡିଶା ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. ଓଡିଶା କଳିଙ୍ଗ ବୀର ସୈନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତର୍ପଣ ଶିଳାସ୍ତମ୍ଭ ସ୍ଥାପନ ନିମନ୍ତେ ପ୍ରସ୍ତାବ