ଭୁବନେଶ୍ୱର: ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି ଗନ୍ଧମାର୍ଦ୍ଧନକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ପାହାଡକୁ କୌଣସି ମତେ କାହା ହାତକୁ ଟେକି ଦିଆଯିବନି । ଯଦି ସେମିତି ହୁଏ ମୁଁ ମଧ୍ୟ ଆପଣଙ୍କ ସହ ଛିଡା ହେବି । ସେ କମ୍ପାନୀକୁ ବିଜେଡି ସରକାର ଜମି ଟେକି ଦେଇଛନ୍ତି ।