20.1 C
Bhubaneswar
Tuesday, November 26, 2024
Homeଓଡିଶାନବଜାତ ଶିଶୁ ଚୋରି

ନବଜାତ ଶିଶୁ ଚୋରି

ସମ୍ବଲପୁର: ଭିମସାରୁ ୨ ଦିନ ର ନବଜାତ ଶିଶୁ ଚୋରି ଅଭିଯୋଗ । ନବଜାତ ଚୋରି ଅଭିଯୋଗ ପରେ ପୋଲିସ ର ଛାନବୀନ । ତେବେ ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ମେଡିକାଲ ରେ । ଚୋରି ଘଟଣା ଅଭିଯୋଗ ପରେ ପୋଲିସ ଯାଞ୍ଚ କରୁଥିବା ନେଇ ସୂଚନା ରହିଛି । ସୂଚନା ମୁତାବକ ହସ୍ପିଟାଲ ରେ ମହିଳା ଜଣେ ନବଜାତ ଶିଶୁ ପୁତ୍ରକୁ ଆସି ଧରୁଥିବା ବେଳେ , ସେଇ ମହିଳା ଜଣଙ୍କ ଏବେ ହସ୍ପିଟାଲ ରେ ଗାଏବ ଥିବା ବେଳେ , ଅଚିଂହା ମହିଳାଙ୍କୁ ଅଭିଯୋଗକାରି ସନ୍ଦେହ କରୁଛନ୍ତି । ଏହି ପରିପେକ୍ଷୀରେ ହସ୍ପିଟାଲ ଚାରିପାଖକୁ ପୋଲିସ ଘେରି ରହିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking