ଭୁବନେଶ୍ୱର: ବିପର୍ଯୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି। ପ୍ରଶାସନିକ କ୍ଷେତ୍ର ପାଇଁ ୧ ହଜାର ୬୮୫ କୋଟି ବ୍ୟବସ୍ତା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ୨୭୦ କୋଟି । ଅନ୍ତଗୃହ ଯୋଜନା ପାଇଁ ୧୦୦ କୋଟି । ସହରାଞ୍ଚଳ ନାଳବାହିତ ଆବର୍ଜନା ପରିଚାଳନା ପାଇଁ ୧୪୮ କୋଟି । ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ୨୨୦ କୋଟି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୫୯୨ କୋଟି ବ୍ୟୟ ବରାଦ ।