ଭୁବନେଶ୍ୱର : ସୁଭଦ୍ରା ଯୋଜନା ମାର୍ଚ୍ଚ ୭ରେ ଶେଷ ପର୍ଯ୍ୟାୟ ଟଙ୍କା ମିଳିବ । ମାର୍ଚ୍ଚ ୭ରେ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଶେଷ ପର୍ଯ୍ୟାୟ ଟଙ୍କା । ପର୍ଯ୍ୟାୟ କ୍ରମେ ମାର୍ଚ୍ଚ ୮ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବ୍ୟାଙ୍କରେ ଅଯଥା ଭିଡ କରନ୍ତୁ ନାହିଁ । ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ।