17.1 C
Bhubaneswar
Sunday, December 21, 2025
Homeଅପରାଧଚାନ୍ଦା ଆଦାୟ ଅଭିଯୋଗ: ୫ ଅଟକ

ଚାନ୍ଦା ଆଦାୟ ଅଭିଯୋଗ: ୫ ଅଟକ

ଗଂଜାମ: କନିଷ୍ଠ ମୋଟରଯାନ ନିରୀକ୍ଷକ ମଧ୍ୟ ଅଟକ। ଗାଡ଼ିପିଛା ୨୦୦ ରୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ ଅଭିଯୋଗ। ୨୦୨୨ ରୁ ବେଆଇନ ଭାବେ ଚାଲିଥିଲା ଚାନ୍ଦା ଆଦାୟ । ଚାନ୍ଦା ଆଦାୟ କରି ଦଲାଲ ଓ ଅଧିକାରୀ ବାଣ୍ଟୁଥିଲେ ଟଙ୍କା । ଅଟକ ଏଆରଟିଓଙ୍କ ଘରେ ଗୋଳନ୍ଥରା ପୋଲିସର ଚଢ଼ାଉ । ତଦନ୍ତ ଜାରି ଥିବା ବ୍ରହ୍ମପୁର ଏସପିଙ୍କ ସୂଚନା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking