ଭୁବନେଶ୍ୱର: କ୍ୱାର୍ଟର ଜବରଦଖଲ ଓ ଭଡା ଦେଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ କ୍ୱାର୍ଟର ଜବରଦଖଲ ପୂର୍ତ୍ତ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଭଡା ଦେଲେ ହେବ କାର୍ଯ୍ୟାନୁଷ୍ଠାନ। ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ଭଡା ଦେଲେ ହେବ କାର୍ଯ୍ୟାନୁଷ୍ଠାନ। କ୍ୱାର୍ଟସ ମାଡି ବସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ହୋଉଛି । ଏ ନେଇ ଆଜି ପ୍ରତିକ୍ରିୟା ରହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।