19.1 C
Bhubaneswar
Friday, November 22, 2024
Homeଓଡିଶାବଦଳିବ ଯୁକ୍ତ ଦୁଇ ମୂଲ୍ୟାୟନ ଢାଞ୍ଚା

ବଦଳିବ ଯୁକ୍ତ ଦୁଇ ମୂଲ୍ୟାୟନ ଢାଞ୍ଚା

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ବଡ ପରିବର୍ତ୍ତନ କରାଯାଇଛି । ୮୦ ମାର୍କର ଥିଓରି ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ  ା ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ୨୦ ମାର୍କର ଆସେସମେଣ୍ଟ  ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।   ଉଭୟ ଆସେସମେଣ୍ଟ ଓ ଥିଓରିକୁ ମିଶାଇ ୧୦୦ ମାକ ର୍ର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୧୦୦ରୁ ୨୪ ମାର୍କ ରଖିଲେ ପାସ ହେବେ ଛାତ୍ରଛାତ୍ରୀ  ା ପିଲାଙ୍କୁ ପରୀକ୍ଷାର ଚାପ କମିବା ଏବଂ ଭଲ ସ୍କୋର ପାଇଁ ଏଭଳି  ଜାତୀୟ ଢାଞ୍ଚାରେ ପରୀକ୍ଷା ପାଇଁ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି  କରିଛନ୍ତି । ପୂର୍ୱରୁ ମାର୍କିଂ ଢାଞ୍ଚା  ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖିପାରୁନଥିଲେ । ଏଣୁ ପିଲାଙ୍କର  ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking