ଭୁବନେଶ୍ୱର : ସରକାରୀ ମେଡିକାଲରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା ରେ ଓପିଏସ ଚେୟାରମ୍ୟାନଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ରହିଛି । ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଦର୍ଶାଇ ହୋଇଥିଲା ମାମଲା । କଣ ପଦକ୍ଷେପ ନିଆଯାଇଛି ତଥ୍ୟ ଦେବାକୁ ନିର୍ଦ୍ଦେଶ ଥିଲା ା