21.1 C
Bhubaneswar
Saturday, December 6, 2025
Homeଓଡିଶାଖୁବଶୀଘ୍ର ହେବ ଫୁଟ ଓଭରବ୍ରିଜ

ଖୁବଶୀଘ୍ର ହେବ ଫୁଟ ଓଭରବ୍ରିଜ

ଭୁବନେଶ୍ୱର: ଭୁବନେଶ୍ୱର ପଳାସୁଣୀରେ ବାରମ୍ବାର ଦୁର୍ଘଟଣା। ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକଙ୍କ ସୂଚନା । ୪ ରୁ ୫ ମାସ ଭିତରେ ସରିବ ଫୁଟ ଓଭର ବ୍ରିଜ କାମ । ନୂଆ ଟେଣ୍ଡର ସହ କାମ ମଧ୍ୟ ଆରମ୍ଭ ହୋଇଛି । ୟାର୍ଡ଼ରେ ଓଭର ବ୍ରିଜ ଫେବ୍ରିକେସନ କାମ ଚାଲିଛି । ଲୋକେ ଭୁଲ କରୁଥିବାରୁ ଦୁର୍ଘଟଣା ଘଟୁଛି । ଗାଡି ଚାଳକ ବି ଏନଏଚଏଆଇ ନିୟମ ମାନୁନାହାନ୍ତି । ସ୍ପିଡ଼ ଲିମିଟ ନ ମାନିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking