ଭୁବନେଶ୍ୱର: କାଲିଠୁ ଧାନ କିଣା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କାଲି ଠୁ ବରଗଡ଼ ଓ ୨୧ ରେ ସମ୍ବଲପୁର ରେ ଧାନ କିଣା ଆରମ୍ଭ । ଧାନ କିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମନ୍ଦିର ରହିବେ ଅଧିକାରୀ । କଟନୀ ଛଟନୀ ସହ ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ଦେଖିବେ । ୪ ରୁ ୫ ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷଣ ନିଯୁକ୍ତି କରାଯାଇଛି । ଦଲାଲ ମାନେ ଯେମିତି ମଣ୍ଡି କୁ ନ ଆସିବେ ପେଟ୍ରୋଲିଙ୍ଗ କରାଯିବ । ୮୦୦ ଟଙ୍କ। ସବସିଡି ପାଇବା ନେଇ ମଧ୍ୟ ଗୁରୁତ୍ୱ ଦିଆଯିବ ।