27.1 C
Bhubaneswar
Sunday, March 22, 2026
Homeଓଡିଶାଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ

ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ

ବାରିପଦା: ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ । ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରୁ ଆସିଛି ଏକ ବଡ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ ହୃଷିକେଶ ଦାସ । ବାରିପଦା ମହିଳା ଉଚ୍ଚ ବିଦ୍ୟାଳୟ ରେ ହେଉଥିଲା ପରୀକ୍ଷା । ପ୍ରଶ୍ନପତ୍ର ଦେବା ପୂର୍ବରୁ ସିଲ କଟାଯାଇଥିବା ଅଭିଯୋଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking