34.9 C
Bhubaneswar
Thursday, June 18, 2026
Homeଦେଶ ବିଦେଶରାହୁଲ ଗାନ୍ଧିଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ରାହୁଲ ଗାନ୍ଧିଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ। ମହାରାଷ୍ଟ୍ରର ଅମରାବତୀକୁ ନିର୍ବାଚନ ପ୍ରଚାର ଲାଗି ରାହୁଲ ହେଲିକପ୍ଟରରେ ଯାଇଥିବାବେଳେ ତାହାକୁ ଯାଞ୍ଚ କରିଛନ୍ତି ଅଧିକାରୀ। ଏହି ଯାଞ୍ଚକୁ ନେଇ ରାଜନୀତି ଜୋର ଧରିଛି। କିଛି ଦିନ ତଳେ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା। ଗତକାଲି ଝାଡଖଣ୍ଡରେ ରାହୁଲଙ୍କ ହେଲିକପ୍ଟରକୁ ଘଣ୍ଟାଏ ବିଳମ୍ବରେ ଉଡାଣ ଅନୁମତି ମିଳିଥିଲା। ଆଜି ପୁଣି ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରାଯିବାକୁ ନେଇ ରାଜନୀତି ଜୋର ଧରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking